ସରକାରୀ ବାବୁଙ୍କୁ ଓଡ଼ିଆ ଅରୁଚି

ଭୁବନେଶ୍ୱର : ସବୁଠି ପ୍ରଚଳିତ ହେବ ଓଡ଼ିଆ ଭାଷା। ସଚିବାଳୟ ଅଧିକାରୀଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟର ୪ର୍ଥ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଦରଖାସ୍ତ, ବିଜ୍ଞପ୍ତି, ନଥି ଓଡ଼ିଆ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗତ ଏପ୍ରିଲ ୧ରୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ବି କୁହାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। ଓଡ଼ିଆ ଭାଷାରେ ନଥି ଲେଖାଯାଉ ନ ଥିବା ବେଳେ ସରକାରୀ … Continue reading ସରକାରୀ ବାବୁଙ୍କୁ ଓଡ଼ିଆ ଅରୁଚି